ହାଇଦ୍ରାବାଦର ଏକ ରେସ୍ତୋରାଂରୁ ଗଢି ଉଠେ ପ୍ରେମ । ଓଡିଆ ପୁଅକୁ ବିହାରୀ ଝିଅ । ରେସ୍ତୋରାଂରେ କାମ କରୁ କରୁ ଦୁହେଁ ଦୁହିଁଙ୍କୁ ମନ ଦେଇ ବସିଲେ । କିଛି ଦିନ ପରେ ଶାରିରୀକ ସମ୍ପର୍କ...ପରେ ବିବାହ । ବିବାହର ଠିକ୍ ଦୁଇ ମାସ ପରେ ଉକ୍ତ ଯୁବକ ଜଣଙ୍କ ତାଙ୍କୁ ଧୋକା ଦେଇ ଘରକୁ ପଳେଇ ଆସିଥିବା ଅଭିଯୋଗ କରିଛନ୍ତି ଯୁବତୀ ।
#Hyderabad #love #case #marriage #Odisha #ArgusNews