#ଗୃହମନ୍ତ୍ରୀ_କ୍ୟାପଟେନ_ଦିବ୍ୟଶଙ୍କର_ଶୁଣୁଛନ୍ତି_ଚ_ପିଡିତାଙ୍କ_ନିବେଦନ
#କେବେ_ଆକ୍ସନ_ନେବେ_କେନ୍ଦ୍ରାପଡ଼ା_ଏସପି_?
ପୋଲିସ ପାଖରୁ ବାରମ୍ବାର ନିରାଶ ହେବା ପରେ ବି ଆଶା ଛାଡିନାହାନ୍ତି କେନ୍ଦ୍ରାପଡାର ଏହି ପିଡିତା । ଆଜି ପରିବାରଲୋକଙ୍କ ସହିତ କେନ୍ଦ୍ରାପଡା ଏସପିଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ ପିଡିତା ।
#Odisha #ArgusNews #Kendrapada #Exposed #LoveSex