#ଲଷ୍ମୀପୁରକୁ_ବିକାଶ_ଭୁଲିଛି_ରାସ୍ତା
ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ହେଲେ ଆଜିବି ରାଜ୍ୟର ଅନେକ ଦୁର୍ଗମ ଅଞ୍ଚଳରେ ବିକାଶର ପାଦ ପଡିନାହିଁ । ଆଜିବି ନାହିଁ ଶିକ୍ଷା, ସ୍ବାସ୍ଥ୍ୟ ଓ ପାନୀୟ ଜଳର ବ୍ୟବସ୍ଥା । ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ସିଦ୍ଧିପୁର ପଂଚାୟତ ଲାଷ୍ମୀପୁର ଗ୍ରାମରେ ମିଳିନାହିଁ ମୌଳିକ ସୁବିଧା ।
#Laxmipur #Ganjam #soradablock #statefandi #Development #siddipur #Odisha #ArgusNews