#ଲାଞ୍ଚ_ନଦେଲେ_ମିଳୁନି_ମନରେଗା_ପ୍ରାପ୍ୟ
#ବାଟବଣା_ହେଉଛି_ସରକାରୀ_ଅର୍ଥ
ପୋଖରୀ ଖନନରେ ଦୁର୍ନୀତି । ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକା । ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଭରସୁଜା ଗାଁରୁ ଆସିଛି ଏଭଳି ଅଭିଯୋଗ।
#ArgusNews #ArgusNewsTV #Odisha #Balangir #ManregaScam #bribe