ଲାଞ୍ଚ ପାଇଁ ଅଟକିଛି ପଦୋନ୍ନତି। ଲିଷ୍ଟରେ ନାଁ ବାହାରିଥିଲେ ବି ଲାଞ୍ଚ ଦେଇ ନପାରିବାରୁ ଅଙ୍ଗନବାଡି କର୍ମୀଙ୍କ ପଦନ୍ନୋତିକୁ ଅଟକାଇ ରଖିଛନ୍ତି ମାଲକାନଗିରି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କିରାଣୀ। ଯାହାକୁ ନେଇ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତିନି ଦିନ ହେଲାଣି ଧରଣାରେ ବସିଛନ୍ତି ଅଙ୍ଗନବାଡି ଦିଦି।
#Malkangiri #Anganwadiworker #Protest #bribe #Odisha #ArgusNews