#ଲାଲଗଡର_ବିଗିଡା_ବିଦ୍ରୋହୀଙ୍କୁ_ନିପାତ୍_କରିବା_ପାଇଁ_ପଣ_ନେଇଛନ୍ତି_ଯବାନ
ଦେଶ 73 ତମ ସାଧାରଣ ତନ୍ତ୍ର ଦିବସ ପାଳୁଥିବା ବେଳେ ଗଣତନ୍ତ୍ରର ସୁରକ୍ଷା ପାଇଁ ରାଜ୍ୟର ସବୁଠୁ ବଡ ଆଭ୍ୟନ୍ତରୀଣ ହିଂସାତ୍ମକ ବିପତ୍ତି , ମାଓବାଦୀଙ୍କ ଆହ୍ବାନକୁ ସାମନା କରି ନାଗରିକଙ୍କୁ ସୁରକ୍ଷା ଦେଉଛନ୍ତି ସୀମା ସୁରକ୍ଷା ବଳର ଜବାନ। ବିଏସଏଫଙ୍କ ଉପସ୍ଥିତି ମାଓ ଇଲାକାରେ ସିୀମିତ କରିଛି ଲାଲବାହିନର ଦବଦବା। ଦେଖନ୍ତୁ ମାଓ ମୁକାବିଲାରେ ସଫଳ ଆମ ସୀମା ସୁରକ୍ଷା ବଳକୁ ନେଇ ଏହି ରିପୋର୍ଟ...
#Maobadi #NaxalAndMaoist #Odisha #ArgusNews #BSF #Jawan #Republicday2022 #RepublicDay