#ଲିଭିଗଲା_ଓଡ଼ିଆ_ସାହିତ୍ୟ_ଜଗତର_ଆଉ_ଏକ_ଦୀପ।
ଚିରସ୍ମରଣୀୟ ହୋଇ ରହିଗଲା ଓଡ଼ିଆ ସାହିତ୍ୟ ଓ ସାମ୍ବାଦିକତା ଜଗତ। ସବୁ ସ୍ମୃତିକୁ ଛାଡି ସ୍ୱର୍ଗବାଶୀ ହୋଇଗଲେ ବିଶିଷ୍ଟ ସାହିତ୍ୟିକା, କବି, ସାମ୍ବାଦିକା, ସମ୍ପାଦିକା, ସମାଜସେବୀ ତଥା ଅଧ୍ୟାପିକା ଡକ୍ଟର ମନୋରମା ମହାପାତ୍ର। ଶନିବାର ସନ୍ଧ୍ୟା ବେଳେ କଟକ ଏସସିବି ମେଡିକାଲରେ ୮୭ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ଡକ୍ଟର ମନୋରମା ମହାପାତ୍ର।
#ManoramaMohapatra #OdiaLiterature #TheSamaj #samaj #Odisha #editor #ArgusNews