ଭୁବନେଶ୍ୱର ଶୈଳେଶ୍ରୀ ବିହାର ଅଞ୍ଚଳରେ ରହୁଥିବା ଶୁଭ୍ରାଂଶୁ ମୁନିଙ୍କ ବାପାଙ୍କ ଫୋନକୁ ଗୋଟିଏ କଲ ଆସିଥିଲା। ତା ପରେ kyc app ଅପଡେଟ କରିବା ପାଇଁ କହିଥିଲା। ଆଉ ତାକୁ ଅପଡେଟ କରିବାର ୧୦ ମିନିଟ ଭିତରେ ତାଙ୍କ ଆକାଉଣ୍ଟରୁ କଇଯାଇଥିଲା 45000 ଟଙ୍କା
#ArgusNews #Odisha #ArgusNewsTV #Bhubaneswar #cybercrime