#ଲୁଟି_ନେଲେ_ଚାଷୀଙ୍କ_ଟଙ୍କା
ଆଠଗଡର ଗୁରୁଡିଝାଟିଆ, କେନ୍ଦ୍ରାପଡା, ବାଲେଶ୍ବର, ବଲାଙ୍ଗୀର, ପାରାଦୀପ ପରେ ଏବେ ନୟାଗଡରେ ସମବାୟ ସ୍କାମ । କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ନିଜ ନିର୍ବାଚନ ମଣ୍ଡଳୀରୁ ଆସିଛି ସମବାୟ କେଳେଙ୍କାରୀର ବଡ଼ ଅଭିଯୋଗ । ଚାଷୀଙ୍କୁ ପାଖାପାଖି 6 କୋଟି ଟଙ୍କାର ଚୂନ ଲଗାଯାଇଥିବାର ଅଭିଯୋଗ ।
#Cooperativescam #Nayagarh #Farmer #MinisterofAgriculture #ArunSahu #CmoOdisha #ArgusNews