#ଲୁଟ୍_ପଛରେ_ବିଜେଡି_ନେତା_ସୁଶୀଲ_ସିଂଘଲ !
ପିଡିଏସ ଚାଉଳ ଲୁଟ୍ । ସୁଶୀଲଙ୍କ ସୁରକ୍ଷାରେ ଖୋଦ୍ ପାଟଣାଗଡ ବିଧାୟକ ସରୋଜ ମେହେର....ଲାଠୋର ବସଷ୍ଟାଣ୍ଡରୁ 83 ବସ୍ତା ପିଡିଏସ ଚାଉଳ ଜବତ ହେବାପରେ ଏବେ ବିବାଦକୁ ଆସିଛନ୍ତି ସରୋଜ-ସୁଶୀଲ ଯୋଡି । ଆଉ ଚର୍ଚ୍ଚାକୁ ଆସିଛନ୍ତି ବଲାଙ୍ଗୀର ବିଜେଡିର ଦାୟିତ୍ୱରେ ଥିବା ଖୋଦ୍ ମନ୍ତ୍ରୀ ସୁଶାନ୍ତ ସିଂହ
#ArgusNews #Odisha #ArgusNewsTV #BJD #SushilSinghal #PDS #Corruption #Patnagarh #MLA