ଯେଉଁ ଜାଗାରେ ଦିନେ ଲୋକଙ୍କର ଲମ୍ବା ଲାଇନ ସହ ଫାଟି ପଡୁଥିଲା ପରିବେଶ ଆଜି ସେ ଯାଗା ପୁରା ଶୁନଶାନ । ଅସ୍ଥିତ୍ଵ ହରେଇବାକୁ ବସିଲାଣି ଚଳଚ୍ଚିତ୍ର ନଗରୀର ସିନେମା ଘର । ମହାମରୀ ଯୋଗୁ ଦୀର୍ଘ ଦେଢ ବର୍ଷରୁ ଊର୍ଦ୍ଧ୍ବ ହେବ ସିନେମା ଘର ବନ୍ଦ ପଡ଼ିଛି ।
#ArgusNews #ArgusNewsTV #Odisha #movie #cinemahall