#ଲୋକଙ୍କ_ପାଇଁ_କଂକ୍ରିଟ_ରାସ୍ତା_ସାତସପନ
ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ ବୁର୍ଲା ଥାନା ଅନ୍ତର୍ଗତ ବୈଜା ମୁଣ୍ଡା ଗାଁରୁ ସିକିଡି ଗାଁକୁ ଯିବା ରାସ୍ତା ହୋଇପଡିଛି ବେହାଲ । ବିଭାଗୀୟ ଅଧିକାରୀ କିମ୍ବା ପ୍ରଶାସନର ଦୃଷ୍ଟି ପଡୁନଥିବା ଅଭିଯୋଗ ।
#sambalpur #dhankauda #sikidi #Roadissue #burla #conkritroad #Odisha #ArgusNews