ସରକାର ବୃଦ୍ଧବୃଦ୍ଧାଙ୍କ ପାଇଁ କରୁଛନ୍ତି ଅନେକ ଯୋଜନା । ହେଲେ ଏହି ସବୁ ଯୋଜନା ପ୍ରଶାସନିକ ଇଚ୍ଛାଶକ୍ତି ନାଇଁ ଥିବାର୍ ଲାଗିର୍ ଲୋକଙ୍କ ପାଖରେ ପହଂଚି ପାରୁନାହିଁ । ଅନେକ ସମୟ ରେ ଯୋଗ୍ୟ ହିତାଧିକାରୀ ସରକାର ଙ୍କ ବିଭିନ୍ନ ସମୟରେ ଯୋଜନାରୁ ବଂଚିତ ହୋଇଛନ୍ତି । ଏନ୍ତା ଅଭିଯୋଗ ଆଇଛେ ନୂଆପଡା ଜିଲ୍ଲା ଆର୍ ବଲାଙ୍ଗୀର ଜିଲ୍ଲା ସୀମାନ୍ତ ଇଲାକାନେ ଥିବାର୍ ବଙ୍ଗୋମୁଣ୍ଡା ବ୍ଲକ ଜାମଖୁଣ୍ଟା ପଂଚାୟତ ଶ୍ରୀରାମ ଗାଁନୁ I
#bolangir #nuapada #SarkariYojana #OdishaSarkar #ArgusNews