#ଲୋକପ୍ରିୟ_ମଧୁକୁଞ୍ଜ_ଅଗ୍ରବତୀର : #ନୂତନ_ଶୋ_ରୁମ୍
ଲୋକପ୍ରିୟ ମଧୁକୁଞ୍ଜ ଅଗ୍ରବତୀ ବ୍ରାଣ୍ଡ ଏବେ ସୁନା ଏବଂ ହୀରାର ବ୍ୟବସାୟରେ ମଧ୍ୟ ପ୍ରବେଶ କରିଛି । ଖୋର୍ଦ୍ଧା ଜିଲ୍ଲା ଜଟଣୀର ସୀତାରାମ ସ୍କୋୟାରରେ ଏକ ଫ୍ଲାଗସିପ୍ ଶୋ’ରୁମ ଖୋଲାଯାଇଛି ।
#Bhubaneswar #jatani #newshowroom #madhukunjagarbatti #Odisha #ArgusNews