#ଲୋଭନୀୟ_ଚାକିରି_ତାଙ୍କୁ_ସୀମିତ_ସ୍ଥାନରେ_ଆବଦ୍ଧ_କରି_ପାରିନି
ଚାଟାର୍ଡ ଆକାଉଣ୍ଟାଟରୁ ସମିତି ସଭ୍ୟ ପ୍ରାର୍ଥୀ । ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଳକ ପ୍ରତାପ ଶାସନ ଗ୍ରାମପଞ୍ଚାୟତ ପ୍ରାର୍ଥୀ ଅମରେନ୍ଦୁ ପ୍ରସାଦ ପଟ୍ଟନାୟକ ଏବେ ସମିତି ସଭ୍ୟ ପ୍ରାର୍ଥୀ ଭାବେ ଠିଆ ହୋଇଛନ୍ତି । ଚାକିରିର ଲୋଭନୀୟ ଅଫର୍ ଛାଡି ସେ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ।
#Bhubaneswar #Balianta #PanchayatElection #charteredaccountant #samitisabhyacandidate #Odisha #ArgusNews