ଫେରିଲା ଶଗଡ ଗାଡି । ବାରିପଦା ସହରରେ ଆଜି ବି ଗଡୁଛି ଶଗଡ । ଆଧୁନିକତାର ଚାକଚକ୍ୟରେ ଲୋକେ ଶଗଡ ଗାଡିକୁ ପାସୋରି ଯାଇଥିବା ବେଳେ ଏବେ ବାରିପଦା ସହରର ଗଡୁଛି ଶଗଡ। ରାତି ପାହିଲେ ଲୋକେ ଗାଁରୁ ଶଗଡ ଧରି ସହରକୁ ବାହାରିପଡନ୍ତି । ଆଉ ଲାଗି ପଡନ୍ତି କାମରେ।
#Mayurbhanj #baripada #bullockcart #farmers #Odisha #ArgusNews