#ଶଙ୍ଖବ୍ରାଣ୍ଡରେ_ନକଲି_ନେତା !
ଆମଦାନୀ ନେତାଙ୍କୁ ଘେରୁଛନ୍ତି ଦଳର କର୍ମୀ ଓ ନେତା । କେନ୍ଦ୍ରାପଡା ପରେ ଏବେ ସମ୍ବଲପୁର ଓ ରାୟଗଡାରେ ସୃଷ୍ଟି ହୋଇଛି ହାତାହାତି ପରିସ୍ଥିତି । ସଭା ମଧ୍ୟରେ ପିଟାପିଟି ଓ ନାରାବାଜି । ସାରା ରାଜ୍ୟରେ ଏମିତି ସ୍ଥିତି । ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବିଜେଡିର ଏପରି ସ୍ଥିତି ଏବେ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି । ଦେଖିବା ଆମର ରିପୋର୍ଟ
#Politics #BJDConflict #Kendrapada #sambalpur #Raygada #Odisha #ArgusNews