ରାଷ୍ଟ୍ରପତି ଭବନରେ ପଦ୍ମ ସମ୍ମାନ କାର୍ଯ୍ୟକ୍ରମରେ ଜଣେ ପରେ ଜଣେ ଆସି ରାଷ୍ଟ୍ରପତିଙ୍କଙ୍କୁ ହାତ ଯୋଡ଼ି ପ୍ରଣାମ ଜଣାଉଥିଲେ । ସମସ୍ତେ ରାଷ୍ଟ୍ରପତିଙ୍କୁ ହାତ ଯୋଡୁଥିବା ବେଳେ, ଜଣେ ବୃଦ୍ଧ ବ୍ୟକ୍ତି ସମ୍ମାନ ଗ୍ରହଣ ଅବସରରେ ରାଷ୍ଟ୍ରପତିଙ୍କୁ ହାତ ଉଠାଇ ଆଶୀର୍ବାଦ ଦେଇଥିଲେ । ସେ ବ୍ୟକ୍ତି ଜଣଙ୍କ ଆଉ କେହି ନୁହଁନ୍ତି । ଓଡ଼ିଶା ମାଟିର ଗର୍ବ ତଥା ଯାଜପୁର ଜିଲ୍ଲାର ସୁକିନ୍ଦା କନ୍ତିରା ଗାଁର ଚାଟଶାଳୀର ଶତାୟୁ ଶିକ୍ଷକ ନନ୍ଦ କିଶୋର ପୃଷ୍ଟି ତଥା ନନ୍ଦ ସାର୍ ।
President of India #NandaPrusty #Teacher #FreeTeaching #PadmashriAward #Jajpur #Sukinda #Odisha #ArgusNews