ଶପଥ ଗ୍ରହଣ ସମାରୋହ ସରିଲା । ବିଭାଗ ବଣ୍ଟନ ବି ହେଲା। ହେଲେ କିଛି ପୁରୁଣା ମୁହଁ ବାଦ୍ ପଡିଲେ । ଯେମିତିକି ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଅରୁଣ ସାହୁ, ଦିବ୍ୟଶଙ୍କର ମିଶ୍ର, ସୁଶାନ୍ତ ସିଂ ପ୍ରମୁଖ । ଏମାନଙ୍କ ମନ କ’ଣ ହେଉଥିବ ସେ କଥା ସେମାନେ ହିଁ ଜାଣନ୍ତି। କିନ୍ତୁ ମୁହଁ ଫୁଲେଇଛନ୍ତି ଅରୁଣ ସାହୁ ।
#bjd #cabinetreshuffle #Odisha #ArgusNews