ଶବ ଉପରେ ପୋତା ଯାଉଛି ଶବ । କବର ଦେବାକୁ ସତ୍ୟନଗର କବର ସ୍ଥାନରେ ଶବ ପୋତିବାକୁ ଆଉ ଜାଗା ନାହିଁ । କବର ଦେବାକୁ ମାଟି ଖୋଳିଲେ ବାହାରୁଛି ପୂର୍ବ କବର ର କଙ୍କାଳ । ଏହି ସମସ୍ୟା ଏବେ ଭୁବନେଶ୍ୱର କବର ସ୍ଥାନ ରେ ସୃଷ୍ଟି ହୋଇଛି
#ArgusNews #Bhubaneswar #SatyaNagar #SabaupareSaba #Kabarissue