#ଶବ_ସହ_୨୧_ବର୍ଷ
ଯେଉଁ କାମ କଥା ଭାବିଲେ ସାଧାରଣ ଲୋକର ଦେହ ଶିହରି ଉଠେ ସେହି କାମରେ ବ୍ୟସ୍ତ ରାମଚନ୍ଦ୍ର । ନା ସେ ଡାକ୍ତରୀ ପାଠ ପଢ଼ିଛନ୍ତି ନା କାହା ଠାରୁ ତାଲିମ ନେଇଛନ୍ତି । କିନ୍ତୁ ଲୋକମାନଙ୍କ ମୃତ୍ୟୁ କାରଣ ବିଶ୍ଳେଷଣ କରିବାରେ ସେ ବେଶ୍ ପରଙ୍ଗମ ।
#Bhubaneswar #medical #Ramachandra #causes #Odisha #ArgusNews