ଅନ୍ୟର ଜୀବନ ରକ୍ଷା ପାଇଁ ଆଗେଇ ଆସିଛନ୍ତି କେନ୍ଦ୍ରାପଡା ଜିଲ୍ଲା ଶ୍ୟାମସୁନ୍ଦରପୁର ଗ୍ରାମର ପରିଡା ପରିବାର ! ପରିବାରର ମୁଖିଆ ବିଜୟ ପରିଡା ତାଙ୍କ ପତ୍ନୀ କମଳା ,ଦୁଇପୁଅ ଓ ବୋହୁ ନିଜ ଶରୀର ଦାନ କରିବାକୁ ଇଚ୍ଛାପତ୍ର ସ୍ଵାକ୍ଷର କରି ସାଜିଛନ୍ତି କଳିଯୁଗର ଦଧୀଚି ! କେବଳ ସେତିକି ନୁହଁ ବିଜୟଙ୍କ ପ୍ରବର୍ତ୍ତନାରେ ୨୬୦ ଜଣ ଶରୀର ଦାନ ପାଇଁ ଇଛା ପ୍ରକାଶ କରିଥିବା ବେଳେ ୩୫୦ ଜଣ ଅଙ୍ଗଦାନ କରିବା ପାଇଁ ନେଇଛନ୍ତି ନିଷ୍ପତ୍ତି । #GoodNews #Odisha #Kendrapada #OrganDonation #ArgusNews #transplantation