ଜଣେ ମହିଳାଙ୍କୁ ଭେଟିବାକୁ ଏଠି ଜମିଛି ଖଚାଖ୍ଚ ଭିଡ । କିଏ ଫଟୋ ଉଠାଉଛି, ତ କିଏ ଧାଇଁଯାଉଛି ଦେଖିବ ବୋଲି। ପୁଣି କେଉଁଠି ଭିଡକୁ କଣ୍ଟ୍ରୋଲ କରିବାକୁ ବନ୍ଧା ହୋଇଛି ପୁଲିସ ବ୍ୟାରିକେଡ୍। ଆପଣ ଭାବୁଥିବେ କେହି ସେଲିବ୍ରେଟି ବୋଧହୁଏ ଆସୁଛନ୍ତି।
#CrimeBranch #CameraMan #Chandabali #Manasswain #mardercase #Odisha #ArgusNews