ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡା ବ୍ଲକ ଅଧୀନ ମିଟେଇପୁର ପଞ୍ଚାୟତର ମାହାଳ ଗ୍ରାମ ନିକଟରେ ଆରମ୍ଭ ହୋଇଛି ବୁଢୀମେଳା ଓ ବାରୁଣୀ ସ୍ନାନ I ଜନଶ୍ରୁତିରୁ ଶୁଣିବାକୁ ମିଳେ ବହୁବର୍ଷ ତଳେ ନିକଟବର୍ତ୍ତୀ ଗ୍ରାମ ମାନଙ୍କରୁ ବୁଢ଼ୀମାନେ ପସରା ଧରି ଗାଁଗାଁ ବୁଲି ବେପାର ବଣିଜ କରୁଥିଲେ I
#Puri #Maabaruneipitha #festival #Odisha #ArgusNews