ଶାକାହାରୀ କୁମ୍ଭୀର
ନିରାମିଷାସୀ କୁମ୍ଭୀର । ଏ କଥାଟା ଆପଣଙ୍କୁ ଅଜବ ଲାଗୁଥାଇପାରେ । କିନ୍ତୁ ଏହା ସତ । କେରଳର ଏକ ମନ୍ଦିରରେ ରହିଛି ଏହି ଭେଜିଟେରିଆନ୍ କମ୍ଭୀର । ପ୍ରାୟ ୭୦ ବର୍ଷ ଧରି କମ୍ଭୀରଟି ରହିଥିଲେ ବି ଆଜିଯାଏ କାହାର କ୍ଷତି କରିନାହିଁ କି କେବେ ତାକୁ ମାଂସ ଖାଇବାର କେହି ଦେଖିନାହାନ୍ତି।
#Odisha #ArgusNews #crocodile #vegetarian #vegetariancrocodile #Kerala #sriananthapadmanabha