ଶାନ୍ତିଧାମ ଫାଉଣ୍ଡେସନ ତରଫରୁ ରାଜ୍ୟ ସ୍ତରୀୟ ଚେସ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାର ପ୍ରତିଯୋଗୀ ମାନେ ଅଂଶଗ୍ରହଣ କରିଥିଲେ । ୱାର୍ଲଡ଼ ବ୍ରେଲି ଡେ ଅବସରରେ ଦୃଷ୍ଟିହୀନ ଚେସ ଖେଳାଳିଙ୍କ ମଧରେ ଚେସ ଟ୍ରନାମେଣ୍ଟ ଆୟୋଜିତ ହେଉଛି ।
#Bhubaneswar #chesstournament #ShantidhamFoundation #organized #Odisha #ArgusNews