ଶାସକ ଦଳ ପାଇଁ ଗୋଟିଏ ଆଇନ, ବିରୋଧି ଦଳ ପାଇଁ ଆଉ ଗୋଟିଏ ଆଇନ।
ନୟାଗଡ ଜିଲ୍ଲାପାଳ ପୋମା ଟୁଡୁଙ୍କର ଏମିତି ଆଭିମୁଖ୍ୟ କାହିଁକି। କଣ ଆଇନଠୁ ଉର୍ଧ୍ବରେ ଜିଲ୍ଲପାଳ। ପରି ହତ୍ୟାକାଣ୍ଡ ବିରୋଧି ଆନ୍ଦୋଳନର ନେତୃତ୍ବ ନେଉଥିବା ସରପଞ୍ଚଙ୍କୁ ୱାର୍ଡ ମେମ୍ବର ବହୁନତରେ ବହିଷ୍କାର କରିଦେଇଥିଲେ। କିନ୍ତୁ ଏକ ବର୍ଷହେଲା ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ବି ଶାସକ ଦଳର ଜଣେ ସରପଞ୍ଚଙ୍କୁ କାହିଁକି ସୁରକ୍ଷା ଦେଉଛନ୍ତି ଜିଲ୍ଲାପାଳ ।
#ArgusNews #Odisha #Nayagada #PareeCase #Sarapanch #Suspended #Collector