ଶାସକ ଦଳ ବିଧାୟକଙ୍କ ପୁଅର ପତିଆରା
ଯୁବତୀଙ୍କୁ ମାମଲା ପ୍ରତ୍ୟାହାର ପାଇଁ ଦେଉଛନ୍ତି ଧମକ ।ଇଏ ହେଉଛନ୍ତି ଘସିପୁରାର ବିଧାୟକ ବଦ୍ରିପାତ୍ରଙ୍କ ପୁଅ ।ବଦ୍ରିଙ୍କ ପୁଅ ଦେବାଶିଷଙ୍କ ନାଁରେ ଆସିଛି ସଙ୍ଗିନ ଅଭିଯୋଗ ।ବିଜେଡି କର୍ମୀଙ୍କୁ ବଂଚାଇବା ପାଇଁ ଧମକ ଦେଇଛନ୍ତି ଦେବାଶିଷ ।
#ArgusNews #ArgusNewsTV #Odisha #BadriPatra #DebasishPatra