ଆଳି ନିର୍ବାଚନ ମଣ୍ଡଳୀ ରାଜକନିକା ବ୍ଲକ ପେଗରପଡା ପଞ୍ଚାୟତରେ ରାଜକନିକା ମହିଳା ମୋର୍ଚ୍ଚା ସଭାନେତ୍ରୀ ସଂଯୁକ୍ତା ଶତପଥୀ ପେଗରପଡା ପଞ୍ଚାୟତକୁ ଯାଇ ଶାସକ ଦଳ ସାମର୍ଥୀତ ସରପଞ୍ଚ ପାଇଁ ପ୍ରଚାର କରୁଥିବାବେଳେ ତାଙ୍କୁ ଗ୍ରାମବାସୀ ତୀବ୍ର ବିରୋଧ କରୁଥିବା ଦେଖିବାକୁ ମିଳିଛି। ତାଙ୍କ ସହିତ ସ୍ୱୟଂସହାୟତା ଗୋଷ୍ଠି ମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଇ ପ୍ରଚାରକୁ ନେଇଥିବା ବେଳେ ଗ୍ରାମବାସୀ ଗାଁକୁ ପୁରେଇ ଦେଇନଥିଲେ।
#Ali #Kendrapada #Rajkanika #pegarpada #mahilamorcha #soyangsahayatagosti #oppose #RulingParty #Odisha #ArgusNews