ଶାଢ଼ିରେ ସୁନ୍ଦର କଳାକୃତି । ଓଡ଼ିଆ ସସ୍କୃତିର ଝଲକ। ପ୍ରତ୍ୟକଟି କାର୍ଯ୍ୟ ସତେ ଯେମିତି ଆଖି ଝଲସି ଯାଉଛି। କେବଳ ସୁନ୍ଦର ଚିତ୍ର ନୁହେଁ ଗାଁ ମାଟିର କାହାଣୀ ମଧ୍ୟ ସ୍ଥାନ ପାଉଛି। ଜଣେ ନାରୀ ନିଜ ହାତରେ କଳା ସଂସ୍କୃତିକୁ ଏହିଭଳି ଗଢ଼ି ତାଳିଛନ୍ତି। ଆମେ କହୁଛୁ ଭୁବନେଶ୍ବରର ଶସ୍ମିତା ଓତାଙ୍କ କଥା। ନିଜ କର୍ମମୟ ଜଞ୍ଜାଳ ମଧ୍ୟରୁ ସମୟ ବାହାର କରି ସେ ଶାଢ଼ିକୁ ଏଭଳି ଛାପ ଦେଇଛନ୍ତି I
#ArgusNews #Odisha #bbsr #sareestyle #saree