#ଶିକୁଳିରେ_ବନ୍ଧା_ଜୀବନ
ମୟୂରଭଞ୍ଜ ଉଦଳା ବ୍ଲକ ଅନ୍ତର୍ଗତ ଉର୍ମଳ ଗାଁର ମହାଦେବ ମୁର୍ମୁଙ୍କୁ ବଡ ପୁଅ ରତ୍ନାକର ମୁର୍ମୁ ଆଜିକୁ ୧୦ ବର୍ଷ ହେଲା ଏଭଳି ଜୀବନ ବଞ୍ଚୁଛି। ଘରର ବଡ ପୁଅ ଦିନେ ବଡ ହୋଇ ଘରର ଭାର ନେବ, ଏହା ଭାବିଥିଲେ ବାପାମାଆ। ମାତ୍ର ପୁଅ ଯୁକ୍ତ ଦୁଇ ପଢୁଥିବା ବେଳେ ମାନସିକ ଭାରସାମ୍ୟ ହରାଇଥିଲେ।
#Odisha #ArgusNews #RatnakaraMurmu #health #healthissues #help