#ମାନସିକ_ଭାରସାମ୍ୟ_ହରାଇବା_ପରେ_ଶିକୁଳିରେ_ବନ୍ଧା_ଜୀବନ
ଶିକୁଳିରେ ବନ୍ଧା ଜୀବନ । ମାନସିକ ଭାରସାମ୍ୟ ହରାଇବା ପରେ ୧୦ ବର୍ଷ ହେଲାଣି ଗୋଡରେ ପଡିଛି ବେଡି । ଆଉ ବେଶ୍ ଅସହାୟ ଭାବେ ଦିନ କାଟୁଛନ୍ତି ସରୋଜିନୀ । ଯେଉଁଠି ବସୁଛନ୍ତି, ସେଇଠି ଖାଉଛନ୍ତି, ସେଇଠି ଶୋଉଛନ୍ତି । ବେଶ ଯନ୍ତ୍ରଣା ଭରା ଜୀବନ କାଟୁଛନ୍ତି ସରୋଜିନୀ ।
#Mayurbhanj #Sarojini #treatment #Odisha #ArgusNews