ବୌଦ୍ଧ ଜିଲ୍ଲାରେ ବିନା ଯୋଗ୍ୟତାରେ ଜାଲ ସାର୍ଟିଫିକେଟରେ ଚାଲିଛି ଶିକ୍ଷକତା । ଜଣେକି ଦୁଇଜଣ ନୁହେଁ ଏଭଳି ଅନେକ ଶିକ୍ଷକ ଅଛନ୍ତି ଯେଉଁମାନେ ଜାଲ ସାର୍ଟିଫିକେଟ ଦେଇ ବର୍ଷ ବର୍ଷଧରି ସରକାରୀ ତହବିଲରୁ ମୋଟା ଅଙ୍କର ଦରମା ନେଇ ଶିକ୍ଷକତା କରିଆସୁଛନ୍ତି
#boudh #teacher #fakecertificate #ArgusNews