#ଶିକ୍ଷକ_ଅଭାବରୁ_ଶିକ୍ଷାଦାନ_ବାଧାପ୍ରାପ୍ତ
ରାଜ୍ୟ ସରକାରଙ୍କ ମୋ ସ୍କୁଲ ଯୋଜନାରେ ରାଜ୍ୟର ବିଭିନ୍ନ ସ୍କୁଲକୁ ସ୍ମାର୍ଟ ସ୍କୁଲ କରିବା ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ସ୍କୁଲର ଉନ୍ନତି କରାଯାଉଥିବା ବେଳେ ଶିକ୍ଷକ ପଦବୀ ପୂରଣ ହେଉନାହିଁ । ଫଳରେ ଶିକ୍ଷା ଦାନ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି ।
#Patnagarh #RamnaiHighSchool #smartschools #Teacher #OdishaCM #Odisha #ArgusNews