ଭୁବନେଶ୍ବର ଗାନ୍ଧିମାର୍ଗରେ ଶତାଧିକ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଛାତ୍ରଛାତ୍ରୀଙ୍କ ଆନ୍ଦେଳନ । ଯୁକ୍ତ ଦୁଇ ଏକ୍ସ ରେଗୁଲାର କଳାର ଛାତ୍ରଛାତ୍ରୀଙ୍କୁ ଫେଲ୍ କରାଇବା, ବର୍ତ୍ତମାନ ସ୍ଥିତିରେ ମହାବିଦ୍ୟାଳୟଗୁଡ଼ିକରେ ମନଇଛା ରି-ଆଡମିଶନ, ପରୀକ୍ଷା ଫି ବୃଦ୍ଧି ଆଦି ପ୍ରତିବାଦରେ ଆନ୍ଦୋଳନ କରିଛନ୍ତି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଛାତ୍ରଛାତ୍ରୀ ।
#ArgusNews #Odisha #bbsr #ABVP #protest #educationpolicy