#କେଉଁ_ରାଜନେତାଙ୍କ_ଛତ୍ର_ଛାୟାରେ_ଚାଲିଥିଲା_ଶିବଙ୍କ_ସାମ୍ରାଜ୍ୟ
#ଖସାଇ_ଖସାଇ_ଶେଷରେ_ଶିବ_ପ୍ରସନ୍ନଙ୍କ_ଧରିବାକୁ_ବାଧ୍ୟ_ହେଲା_ଏସଟିଏଫ୍
#ଏସଟିଏଫ୍_ହାତରେ_ବିଷ_ଔଷଧର_ସୌଦାଗର
ସବୁ ପ୍ରମାଣ ଥାଇ ରେଡର 14 ଦିନ ପରେ ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ ଶିବ ପ୍ରସନ୍ନ ଜେନା । ଏବେ ବଡ଼ ପ୍ରଶ୍ନ 14 ଦିନ ପର୍ଯ୍ୟନ୍ତ ସମୟ କାହିଁକି ଦିଆଗଲା। ଚାପ ପରେ ବାଧ୍ୟ ହୋଇ ଗିରଫ କରାଗଲା କି, ଶିବ ସୁରକ୍ଷା ଅଭିଯାନ ପଛରେ କିଏ ?
#ArgusNews #Odisha #ArguNewsTV #duplicatemedichine #sibaprasannajena