ଜାତିସଂଘ ସମର୍ଥିତ ପ୍ରଦୂଷଣ ଓ ପରିବେଶ ଉପରେ ପର୍ଯ୍ୟବେସିତ ପ୍ରଥମ ମ୍ୟୁଜିକ ଭିଡିଓ "ପୃଥିବୀ ମନ୍ଥନ" । ଯାହା ଓଡ଼ିଆ ଟିମ୍ ଦ୍ଵାରା ପ୍ରସ୍ତୁତ କରାଯାଇଛି । ଶିବ ତାଣ୍ଡବ ସ୍ତୋତ୍ରମ ଓ ସାଗର ମନ୍ଥନ ଉପରେ ଏହା ଅଧାରିତ ବୋଲି କହିଛନ୍ତି ସୁସ୍ମିତା ଦାସ କଣ୍ଠଶିଳ୍ପୀ ।
#ArgusNews #ArgusTv #Odisha #Shiv_Stotram #MusicVideo #Singer #AirPollution