#ଶିଳ୍ପ_ନାହିଁ_କିନ୍ତୁ_ଉତ୍କଟ_ପ୍ରଦୂଷଣ
#ଏୟାର_କ୍ବାଲିଟି_ଇଣ୍ଡେକ୍ସରେ_ଅରେଞ୍ଜ_ଜୋନରେ_କେନ୍ଦ୍ରାପଡ଼ା
ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲ୍ଲାରେ ବାୟୁ ପ୍ରଦୂଷଣକୁ ନେଇ ଉଦବେଗ ଜନକ ତଥ୍ୟ । 2021 ଏୟାର କ୍ୱାଲିଟ ଇଣ୍ଡେକ୍ସ ରିପୋର୍ଟ ଅନୁସାରେ ବାୟୁ ପ୍ରଦୂଷଣରେ ଅରେଞ୍ଜ ଜୋନରେ କେନ୍ଦ୍ରାପଡ଼ା ଜିଲ୍ଲା। ଯାହାକୁ ନେଇ ଚିନ୍ତାରେ କେନ୍ଦ୍ରାପଡାବାସୀ ।
#Kendrapara #Odisha #ArgusNews #pollution #airpollution #AirQuality #AirQualityIndex