#ରୋଜଗାର_ହରାଉଛନ୍ତି_ଶ୍ରମିକ
ଉତ୍ତର ଓଡିଶାର ଶିଳ୍ପ କହିଲେ ବାଲେଶ୍ବର ବିର୍ଲା ଟାୟାର୍ସ, ଇସ୍ପାତ ଏଲୋୟସ୍, ଓ ଇମାମି ପେପର ମିଲ୍ ସହ କେତୋଟି ହାତ ଗଣତି ଶିଳ୍ପ। ହେଲେ ବିଗତ କିଛି ଦିନ ହେବ ଅନେକ ଶିଳ୍ପରେ ଝୁଲୁଛି ତାଲା ।
#ArgusNews #Odisha #ArgusNewsTv #Balasore #industrialinstitution