ଶିଶୁଙ୍କୁ ହେଉଛି ଭାଇରାଲ ଫିଭର । ରାଜ୍ୟରେ ଏହି ଭାଇରାଲ ଫିଭର ଚିନ୍ତା ବଢ଼ାଇଛି। ଅଧିକ ମାତ୍ରାରେ ଶିଶୁଙ୍କ ସଂକ୍ରମଣକୁ ନେଇ ଅଭିଭାବକଙ୍କ ଭିତରେ ଚିନ୍ତା ବଢ଼ିଛି। ପୂର୍ବ ବର୍ଷମାନ ଅପେକ୍ଷା ଚଳିତ ବର୍ଷ ଦୁଇ ମାସ ଭିତରେ, ତିନି ଗୁଣରୁ ଅଧିକ ମାତ୍ରାରେ ଶିଶୁ ଭୂତାଣୁ ଜନିତ ଜ୍ୱରରେ ପୀଡିତ ହେଲେଣି ।
#child #viralfever #scientist #Odisha #ArgusNews