#ଶିଶୁଙ୍କ_ପାଇଁ_ଘାତକ_ହୋଇପାରେ_କୋଭିଡ_ତୃତୀୟ_ଲହର ।
ଶିଶୁଙ୍କୁ ସଂକ୍ରମଣରୁ ସୁରକ୍ଷିତ ରଖିବାକୁ ହେଲେ ସତର୍କ ରହିବାକୁ ଅଭିଭାବକଙ୍କୁ ବିଶେଷଜ୍ଞଙ୍କ। ଟୀକା ନେଇଛନ୍ତି ବୋଲି ବେଫିକର ହୁଅନ୍ତୁ ନାହିଁ । କୋଭିଡ ନିୟମ ପାଳନ କରନ୍ତୁ । ଅନ୍ୟପଟେ ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରେ କରୋନା ସଂକ୍ରମଣ କମିଯାଇଥିବା ବେଳେ କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ୩ ଅଙ୍କ ତଳକୁ ଯାଉନି ଦୈନିକ ସଂକ୍ରମଣ ।
#COVID19 #children #corona #precautions #Odisha #ArgusNews