କେନ୍ଦ୍ରାପଡ଼ା ଜିଲ୍ଲା ଆଳି ତଟବନ୍ଧ ବିଭାଗର କନିକା ଉପଖଣ୍ଡ କାର୍ଯ୍ୟାଳୟରେ ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ରହୁଥିବା ବାଲିବସ୍ତା କାମ ଜାରିରହିଛି ହେଲେ ଏଭଳି ଏକ କାମରେ ଜଣେ ନାବାଳକ ଶ୍ରମିକ ଆଉ ଜଣେ ଶ୍ରମିକଙ୍କ ସହ ବାଲି ଭରିବାର ଦୃଶ୍ୟ ସମସ୍ତଙ୍କୁ ଚକିତ କରିଥିଲା ।
#ArgusNews #ArgusNewsTV #Odisha #Kendrapada #Rajkanika #ChildLabour