#ଶୀତରେ_ଥରିବ_ଓଡ଼ିଶା_୩ଦିନରେ_ଖସିବ_୩ଡିଗ୍ରୀ
#ଦାରିଙ୍ଗବାଡିରେ_ସର୍ବନିମ୍ନ_୭ଡିଗ୍ରି_ତାପମାତ୍ରା
ଖସୁଛି ପାରଦ, ବଢୁଛି ଶୀତ। ଶୀତରେ ଥରୁଛି ପୂରା ଓଡ଼ିଶା। ସକାଳୁ ସକାଳୁ ପ୍ରବଳ ଶୀତ ଅନୁଭୂତ ହେଉଥିବା ବେଳେ ସଞ୍ଜ ନଇଁଲେ ବି ମାଡିଆସୁଛି ଜାଡ। ହାଡଭଙ୍ଗା ଶୀତରେ ଥରୁଛି ରାଜ୍ୟ। ପ୍ରବଳ ଶୀତ ଯୋଗୁ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ରାଜ୍ୟର ୨୨ଟି ସ୍ଥାନରେ ୧୫ଡ଼ିଗ୍ରୀ ତଳେ ରାତ୍ରିକାଳୀନ ତାପମାତ୍ରା ରହିଛି।
#Odisha #ArgusNews #weather #cold #Daringbadi #IMD #WeatherForecast #WeatherUpdate #WeatherUpdateToday #IndiaMeteorologicalDepartment