କେନ୍ଦ୍ରାପଡ଼ା ଗରଦପୁର ବ୍ଲକ ସିଙ୍ଗିଟିଆ ରାସ୍ତା କଡ଼ରେ ନିର୍ମାଣଧିନ ଶୀତଳ ଭଣ୍ଡାରର ବାସ୍ତବ ଚିତ୍ର ! 4 କୋଟି ଟଙ୍କା ବ୍ୟୟରେ 2017ମସିହା ମାର୍ଚ୍ଚ ମାସରେ ତତକାଳୀନ ପାଟକୁରା ବିଧାୟକ ସ୍ୱର୍ଗତ ବେଦପ୍ରକାଶ
ଅଗ୍ରୱାଲ ଶିଳାନ୍ୟାସ କରିଥିଲେ I
#Coldstorage #Roadside #MLA #latebedaprakashaghrwal #Kendrapada #garadpur #Singitia #Argusnews #Odisha #Work