କୋରନା କଟକଣା ଭିତରେ ଧିରେ ଧିରେ ସ୍ବାଭାବିକ ହେଉଛି ପରିସ୍ଥିତି । ରାଜ୍ୟରେ ଖୋଲିଲାଣି ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ ଏବଂ ରଙ୍ଗ ମଞ୍ଚ ପାଇଁ ମିଳିଲାଣି ଅନୁମତି । କିନ୍ତୁ ଶୀତ ଋତୁରେ ପର୍ଯ୍ୟଟକ ମାନଙ୍କ ପାଇଁ ଏବେ ବି ମନା ବଣ ଭୋଜି।
#touristdestination #CovidPandemic #tourists #forestry #Gathering #feast #Odisha #ArgusNews