ଶୀତ ଦିନେ ଉପାନ୍ତରେ ଜଳ କଷ୍ଟ । ପାଣି ବୁନ୍ଦାଏ ଲାଗି ହନ୍ତସନ୍ତ ୩ ଗାଁ । ଚୂଆ ପାଣି ମେଣ୍ଟାଉଛି ଶୋଷ । କୋରାପୁଟ ଜିଲ୍ଲା ବିଲାପୁଟ ପଞ୍ଚାୟତରେ ପାନୀୟ ଜଳ ମୁଖ୍ୟ ସମସ୍ୟା ପାଲଟିଛି ।
#koraput #Nandapur #DurgamaOdisha #WaterProblem #PublicIssue #Odisha #ArgusNews