ଏକାଧିକ ଲଘୁଚାପ ଓ ବାତ୍ୟା ଜୱାଦ ପ୍ରଭାବରେ ଲଗାଣ ବର୍ଷା ହୋଇଥିଲେ ବି ରାଜ୍ୟର ତିନି ପ୍ରମୁଖ ଜଳଭଣ୍ଡାରରେ ସ୍ଥିତି ଗମ୍ଭୀର ହୋଇଛି । ଫଳରେ ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଦେଖିବା ଅର୍ଗସର ଗ୍ରାଉଣ୍ଡ ରିପୋର୍ଟ
#Reservoir #Dam #Balimela #KolabReservoir #Indrabati #ArgusNews