#ଶୁଣୁନି_ପ୍ରଶାସନ_ମିଳୁନି_ଅନେକଙ୍କୁ_ସରକାରୀ_ସହାୟତା
#ଅଭିଯୋଗ_କରି_ଲୋକେ_ନିରାଶ
ଓଡିଶା ସରକାରଙ୍କ ପେନସନ୍ ଯୋଜନା ମାରିଛି ଫେଲ l ଏଭଳି ଏକ ସାଂଘାତିକ ଅଭିଯୋଗ ଦେଖାଦେଇଛି ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଳକ ଖନ୍ତ ଗ୍ରାମ ପଞ୍ଚାୟତ ର ବୁଦ୍ଧିଆକୁଦର ଗ୍ରାମରେ l ଏହି ଗ୍ରାମରେ ପାଖା ପାଖି 600 ରୁ ଅଧିକ ଲୋକ ବସବାସ କରନ୍ତି l
#Mayurbhanj #government #pension #allegation #600people #CmoOdisha #Odisha #ArgusNews