#ବସିଥିଲା_ଉଚ୍ଚସ୍ତରୀୟ_ଭର୍ଚୁଆଲ_ବୈଠକ
#ଗୁଣାତ୍ମକ_ସ୍ଵାସ୍ଥ୍ୟ_ଏବଂ_ଶିକ୍ଷା_ସେବା_ଏୟାରଷ୍ଟ୍ରିପ୍_ଯୋଗାଇବ
2024 ଜାନୁଆରୀରେ ଏୟାରଷ୍ଟ୍ରିପ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ମାଲକାନଗିରି ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦିଆଯାଇଛି । ଏୟାରଷ୍ଟ୍ରିପ ପାଇଁ 74 ଏକର ସରକାରୀ ଜମି , 126 ଏକର ଘରୋଇ ଜମି ଓ 33 ଏକର ଜଙ୍ଗଲ ଜମି ଅଧିଗ୍ରହଣ ହୋଇସାରିଥିବା ବେଳେ ସମସ୍ତ ଜମିକୁ ଲୁହା ତାର ବାଡରେ ଆବଦ୍ଧ କରି ରଖାଯାଇଛି ।
#malkangiri #Forestland #Education #Health #Airstrip #Odisha #ArgusNews