ଶେଷ ହେଲା ଛତିଶାନିଯୋଗ ବୈଠକ
ସ୍ନାନପୂର୍ଣ୍ଣିମା ନେଇ ଛତିଶାନିଯୋଗ ବୈଠକରେ ନିତୀକାନ୍ତି ଚୂଡାନ୍ତ । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ ହେବ ସ୍ନାନପୂର୍ଣ୍ଣିମା । ୨୦୨୦ ନିତିକାନ୍ତିର ହେବ ପୁନରାବୃତ୍ତି
#ArgusNews #Odisha #ArgusNewsTV #NewsChannel #Puri #chhatishnijoga #Ratha_Yatra